ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ମାନ୍ୟବର ମନ୍ତ୍ରୀ (ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡିଶା)

ଶ୍ରୀମତୀ ଅନୁ ଗର୍ଗ, IAS
ମୁଖ୍ୟ ଶାସନ ସଚିବ

ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀ, IAS
କମିଶନର-ତଥା-ଶାସନ ସଚିବ

ଶ୍ରୀ ସୁବ୍ରତ ଦାଶ
ପରିଚାଳନା ନିର୍ଦ୍ଦେଶକ

ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ(OPDC)ବିଷୟରେ

ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ(OPDC) 1998 ମସିହାରେ ପୂର୍ବତନ ଓଡିଶା ଫିସ ସିଡ୍ ଡେଭେଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (OFISEED) ଏବଂ ଓଡିଶା ମେରିଟାଇମ୍ ଏବଂ ଚିଲିକା ଏରିଆ ଡେଭେଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (OMCAD) ଙ୍କ କାର୍ଯ୍ୟକଳାପକୁ ଏକତ୍ରିକରଣ କରି ସ୍ଥାପିତ ହୋଇଥିଲା।

ରାଜ୍ୟର ମାଛ ଚାଷୀମାନଙ୍କୁ ଉତ୍କୃଷ୍ଟ ମାଛ ଯାଆଁଳ ପ୍ରଦାନ କରିବା, ମତ୍ସ୍ୟଜିବୀଙ୍କ ପାଇଁ (ମଧୁର ଜଳ ଏବଂ ସମୁଦ୍ର ଉଭୟ କ୍ଷେତ୍ରରେ) ଜାଲ ସାମଗ୍ରୀ ଯୋଗାଇବା ଏବଂ ସମୁଦ୍ରତଟୀୟ ମତ୍ସ୍ୟଜିବୀଙ୍କୁ ଡିଜେଲ ଏବଂ ପେଟ୍ରୋଲ ଯୋଗାଇବା ସହିତ ସେମାନଙ୍କର ଜୀବିକାକୁ ସୁଦୃଢ଼ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।

ନୋଟିସ୍
ଟେଣ୍ଡରଗୁଡିକ
    May 15

    Publication of Tender for Supply of Quality Fisheries Requisite to OPDC

    May 15

    Tender for Fishery Requisite

    January 29

    Selection of Agency for supply of Fish Feed to OPDC Ltd.

0

ମାଛ ବିହନ ଫାର୍ମ

0

ସଂରକ୍ଷଣକାରୀ

0

ଫିସିଙ୍ଗ୍ ହାରବର୍ସ

0

ଇନ୍ଧନ ବ୍ୟାଙ୍କ

0

ନିଟ୍ ଉତ୍ପାଦନ

0

ବାଣିଜ୍ୟ

ଘଟଣା
ପାଣିପାଗ ଅଦ୍ୟତନଗୁଡିକ
ଓଡ଼ିଶା ପାଣିପାଗ

ଫଟୋ ଗ୍ୟାଲେରୀ