କାର୍ଯ୍ୟକଳାପ

ନିଜ ୫ଟି ହ୍ୟାଚେରୀ ଏବଂ ୨୧ଟି ସରକାରୀ ଲିଜକୁ ନିଆଯାଇଥିବା ଯାଆଁଳ ଉତ୍ପାଦନ କେନ୍ଦ୍ରରେ ଉତ୍କୃଷ୍ଟ ମାଛ ଯାଆଁଳ ଉତ୍ପାଦନ।

ମତ୍ସ୍ୟଜିବୀଙ୍କ ପାଇଁ ନାଇଲନ୍ ଏବଂ HDPE ମାଛ ଜାଲ ୱେବିଂର ଉତ୍ପାଦନ ଓ ବିକ୍ରୟ।

୮ଟି ଫ୍ୟୁଏଲ୍ ଆଉଟଲେଟ୍ ମାଧ୍ୟମରେ ମତ୍ସ୍ୟଜିବୀ ଏବଂ ପରିବହନକାରୀଙ୍କୁ ଡିଜେଲ ଏବଂ ପେଟ୍ରୋଲ ଓ ଅନ୍ୟାନ୍ୟ ଲୁବ୍ରିକାଣ୍ଟ ପ୍ରଦାନ।

ରିଜରବୟର ଫିଶରୀଜ୍ ଡେଭେଲପମେଣ୍ଟ, ରିଭର ରାଞ୍ଚିଂ ଏବଂ SETU କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଜଳାଶୟରେ ମାଛ ଫିଙ୍ଗରଲିଙ୍ଗ୍ସ ଏବଂ ଚିଙ୍ଗୁଡ଼ି ଯାଆଁଳ ସ୍ଟକିଂ।

ମାଛ ଚାଷୀ ଓ ବିଭାଗୀୟ ଅଧିକାରୀମାନଙ୍କ ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ଅଭିଜ୍ଞତା ନିମନ୍ତେ ଭ୍ରମଣ।